ସଫ୍ଟୱେୟର ବିକାଶର ଖୁବ୍ ଉନ୍ନତ ପ୍ରଣାଳୀଗୁଡ଼ିକୁ କାର୍ଯ୍ୟସାଧନ ଦ୍ୱାରା ହିଁ ଆମେ ନିଜେ
କରି ପାରୁଛେ ଏବଂ ଏହା କରିବାକୁ ଅନ୍ୟମାନଙ୍କୁ ସମଧିକ ସାହାଯ୍ୟ ଓ ସହାୟତା ଦେଉଛେ ।
ଏହି କାର୍ଯ୍ୟ ମାଧ୍ୟମରେ ଆମେ ନିମ୍ନଲିଖିତର ମୂଲ୍ୟ ପ୍ରଦାନ କରୁଛେ:
ବ୍ୟକ୍ତି ବିଶେଷ ଓ ଅନ୍ତଃକ୍ରିୟାକୁ ସାମନା କରିବାର ଧାରାବାହିକ କ୍ରିୟା ଓ ଉପକରଣ
କ୍ରିୟାଶୀଳ ସଫ୍ଟୱେୟରର ମୁକାବିଲା ଲାଗି ବ୍ୟାପକ ପ୍ରଲେଖନ
ଗ୍ରାହକର ସହଯୋଗ ଚୁକ୍ତିବଦ୍ଧ ଅନୁବନ୍ଧ ଲାଗି
ପରିବର୍ତ୍ତନକୁ ଦୃଷ୍ଟି ଦେବା ଏକ ଯୋଜନାକୁ ଅନୁସରଣ କରି
ତାହା ହେଉଛି, ଯଦିଓ ଆମର ଡ଼ାହାଣ ହାତରେ ଥିବା ଦ୍ରବ୍ୟରେ ମୂଲ୍ୟ ରହିଛି,
ଆମେ ବାମ ହାତରେ ଥିବା ଦ୍ରବ୍ୟକୁ ଅଧିକ ମୂଲ୍ୟ ଦେଉଛେ ।
Kent Beck Mike Beedle Arie van Bennekum Alistair Cockburn Ward Cunningham Martin Fowler |
James Grenning Jim Highsmith Andrew Hunt Ron Jeffries Jon Kern Brian Marick |
Robert C. Martin Steve Mellor Ken Schwaber Jeff Sutherland Dave Thomas |